ଜଣେ ବ୍ୟକ୍ତି ତାଙ୍କ ଭ୍ରମଣରେ ପ୍ରଥମ 180 କିଲୋମିଟର  ଘଣ୍ଟାପ୍ରତି 40 କିଲୋମିଟର ଏବଂ ପରବର୍ତ୍ତୀ 120 କିଲୋମିଟର ଘଣ୍ଟା ପ୍ରତି 60 କିଲୋମିଟର ବେଗରେ ଯାତ୍ରା କରନ୍ତି । ପ୍ରଥମ 300 କିଲୋମିଟରର ହାରାହାରି ବେଗ କେତେ ହେବ ?

1
 ଘଣ୍ଟା ପ୍ରତି 46.50 କିଲୋମିଟର
2
ଘଣ୍ଟା ପ୍ରତି 45.15  କିଲୋମିଟର
3
 ଘଣ୍ଟା ପ୍ରତି 46.15 କିଲୋମିଟର
4
 ଘଣ୍ଟା ପ୍ରତି 46.51 କିଲୋମିଟର

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation