A, B ଠାରୁ ଦୁଇଗୁଣ ଦ୍ରୁତ ଗତିରେ କାମ କରିପାରିବ । B ଠାରୁ A ଏବଂ C ତିନଗୁଣ ଦ୍ରୁତ ଗତିରେ କାମ କରିପାରିବେ। ଯଦି A, B ଏବଂ C ଏକତ୍ର କାମ କରି 30 ଦିନରେ ଏକ କାର୍ଯ୍ୟ ସମାପ୍ତ କରନ୍ତି, ତେବେ ପ୍ରତ୍ୟେକ କେତେ ଦିନ ମଧ୍ୟରେ କାର୍ଯ୍ୟ ସମାପ୍ତ କରିପାରିବେ ?
1
60, 120, 120
2
50, 100, 120
3
60, 100, 80
4
40, 80, 100