ଓଏସଆଇ ମଡେଲର କେଉଁ ସ୍ତର ଡାଟା ଟ୍ରାନ୍ସମିସନ କାର୍ଯ୍ୟକାରିତା ବ୍ୟବହାର କରି ନେଟୱାର୍କରେ ଥିବା ଦୁଇଟି ଡିଭାଇସ୍ ମଧ୍ୟରେ ସିମ୍ପ୍ଲେକ୍ସ, ହାଫ୍-ଡୁପ୍ଲେକ୍ସ କିମ୍ବା ଫୁଲ-ଡୁପ୍ଲେକ୍ସ ପରି ବିଭିନ୍ନ ଯୋଗାଯୋଗ ମୋଡ୍ କୁ ପ୍ରକାଶ କରିବାରେ ସାହାଯ୍ୟ କରେ?
1
ଫିଜିକାଲ୍ ଲେୟର୍
2
ଟ୍ରାନ୍ସପୋର୍ଟ ଲେୟର
3
ନେଟ୍ବାର୍କ ଲେୟର୍
4
ଡାଟା-ଲିଙ୍କ ଲେୟର