ଏକ ନିର୍ଦ୍ଧିଷ୍ଟ କୋଡ଼ ଭାଷା ରେ,  

'A + B'  ର ଅର୍ଥ  'A ହେଉଛି  B ର ଭାଇ', 

'A - B' ର ଅର୍ଥ 'A ହେଉଛି B ର ମା',

'A × B'  ର ଅର୍ଥ 'A  ହେଉଛି B ର ବାପା' ଏବଂ 

'A ÷ B'  ର ଅର୍ଥ 'A  ହେଉଛି B ର ପୁଅ'.

ଯଦି  P × Q × R + D ÷ S - B, ତେବେ କେଉଁ ବାକ୍ୟ ଟି ସଠିକ ନୁହେଁ ? 

1
R ହେଉଛି B ର ଭାଇ । 
2
Q ହେଉଛି B ର ବାପା । 
3
P ହେଉଛି B ର ବାପା । 
4
R ହେଉଛି P ର ପୁଅ ର ପୁଅ । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation