ଲିଭର, କ୍ଷୀର, ଅଣ୍ଡା ଓ ମାଛରେ ଏହି ଭିଟାମିନ୍ ମିଳିଥାଏ। ଏହା ଆରବିସି ଗଠନକରିବାରେ ସାହାଯ୍ୟ କରେ । ଏହି ଭିଟାମିନର ଅଭାବ ଯୋଗୁଁ ରକ୍ତହୀନତା ହୋଇଥାଏ।

ଉପରୋକ୍ତ ବିବୃତ୍ତିରେ କେଉଁ ଭିଟାମିନ ବିଷୟରେ ଉଲ୍ଲେଖ କରାଯାଇଛି? 

1
ଭିଟାମିନ୍ K
2
ଭିଟାମିନ୍ B12
3
ଭିଟାମିନ୍ C
4
ଭିଟାମିନ୍ A

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation