ନିମ୍ନ ରେ ଏକ ପ୍ରଶ୍ନ ଦିଆଯାଇଛି ଯାହା ପରେ ଦୁଇ କଥନ I II ଦିଆଯାଇଛି । ଉଭୟ କଥନ କୁ ଧ୍ୟାନ ର ସହ ପଢି ନିର୍ଣ୍ଣୟ ନିଅ ଯେ ସେଥିମଧ୍ୟରୁ କେଉଁ ଟି କଥନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ଅଟେ । 

ଛଅ ଜଣ ବ୍ୟକ୍ତି - A, B, C, D, E ଏବଂ F ଗୋଟିଏ ସିଧା ଧାଡ଼ି ରେ ଉତ୍ତର କୁ ମୁହଁ କରି ବସିଛନ୍ତି ।  D ର ନିକଟତମ ବାମ ରେ କିଏ ବସିଛି ?

(I) A ଧାଡ଼ି ର କୌଣସି ଏକ ଅନ୍ତିମ ପାଖ ରୁ ଦ୍ଵିତୀୟ ସ୍ଥାନ ରେ ବସିଛି । A ଏବଂ B ମଧ୍ୟରେ କେବଳ ଦୁଇ ଜଣ ବ୍ୟକ୍ତି ବସିଛନ୍ତି । E, C ର ନିକଟତମ ଡାହାଣ ରେ ବସିଛି । 

(II) C ଧାଡ଼ି ର ବାମ ପାଖ ରୁ ତୃତୀୟ ସ୍ଥାନ ରେ ବସିଛି ।  C ଏବଂ F ର ମଧ୍ୟରେ କେବଳ ଜଣେ ବ୍ୟକ୍ତି ବସିଛି ।   E, F ର ଡାହାଣ ରୁ ତୃତୀୟ ସ୍ଥାନ ରେ ବସିଛି । 

1
କଥନ II ରେ ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ହେଲା ବେଳେ କଥନ I ରେ ଦିଆଯାଇଥିବା ସୂଚନା ପର୍ଯ୍ୟାପ୍ତ ନୁହେଁ ।  
2
କଥନ I ରେ ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ହେଲା ବେଳେ କଥନ II ରେ ଦିଆଯାଇଥିବା ସୂଚନା ପର୍ଯ୍ୟାପ୍ତ ନୁହେଁ ।  
3
କଥନ I ଏବଂ  କଥନ II ରେ ଦିଆଯାଇଥିବା ଡେଟା କୁ ମିଶେଇ ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ହେଉ ନାହିଁ । 
4
କଥନ I ଏବଂ  କଥନ II ରେ ଦିଆଯାଇଥିବା ଡେଟା ଏକତ୍ର ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ଅଟେ ।  

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation