P + Q  ର ଅର୍ଥ ହେଉଛି, 'P, Q ର ପିତା '

P - Q ର ଅର୍ଥ ହେଉଛି, 'P, Q ର ମାତା '

P * Q ର ଅର୍ଥ ହେଉଛି, 'P, Q ର ଭଉଣୀ'

P % Q ର ଅର୍ଥ ହେଉଛି, 'P, Q  ର ଭାଇ'

ଯଦି  A - B % C * D + E ଅଟେ, ତେବେ  A, E ସହିତ କେଉଁ ପ୍ରକାର ରେ ସମ୍ବଦ୍ଧିତ ଅଟେ ?

1
ମାତା 
2
 ପିତା ଙ୍କ ଭଉଣୀ 
3
 ଭଉଣୀ
4
ପିତା ଙ୍କ ମାତା  

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation