A, B ଏବଂ C, ପ୍ରତ୍ୟେକ 10000 ଟଙ୍କା ନିବେଶ କରି ବ୍ୟବସାୟ ଆରମ୍ଭ କଲେ । 4 ମାସ ପରେ A, 3000 ଟଙ୍କା ଏବଂ B ଟଙ୍କା 4000 ବାହାର କରି ନିଏ ତଥା C ଅତିରିକ୍ତ ଟଙ୍କା 3000 ନିବେଶ କରେ । ବର୍ଷ ଶେଷ ରେ ମୋଟ 32800 ଟଙ୍କା ଲାଭ ହୁଏ । ଲାଭ ରେ C ର ଅଂଶ ବାହାର କର ।
1
14400 ଟଙ୍କା
2
16000 ଟଙ୍କା
3
15000 ଟଙ୍କା
4
15500 ଟଙ୍କା