1 କିଗ୍ରା ଚିନୀ ର କ୍ରୟ ମୂଲ୍ୟ 50 ଟଙ୍କା ଅଟେ । ଜଣେ ଦୋକାନୀ ଏହାକୁ 55 ଟଙ୍କା ପ୍ରତି କିଗ୍ରା ଦାମ ରେ ବିକ୍ରି କରେ । ଦୋକାନୀ ନିଜର ଲାଭ ବୃଦ୍ଧି କରିବା ପାଇଁ 1 କିଗ୍ରା ଜାଗା ରେ 900 ଗ୍ରାମ କୁ ମାପେ । ଦୋକାନୀ ଦ୍ଵାରା ଅର୍ଜିତ ଶତକଡା ଲାଭ (ଆନୁମାନିକ) ନିର୍ଦ୍ଧାରିତ କର ।
1
28%
2
12%
3
10%
4
22%