ଦିଆଯାଇଥିବା ବିବୃତ୍ତି(ଗୁଡିକ) ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥାକୁ ଧ୍ୟାନର ସହ ପଢନ୍ତୁ ଏବଂ ନିମ୍ନଲିଖିତ ମଧ୍ୟରୁ କେଉଁଟି କାର୍ଯ୍ୟକାରୀ କରିବା ପାଇଁ ବିବୃତ୍ତି(ଗୁଡିକ)ରୁ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରାଯାଏ ତାହା ଚୟନ କରନ୍ତୁ ।
ବିବୃତ୍ତି:
ଆଫ୍ରିକା ସରକାର ଇବୋଲାକୁ ମହାମାରୀ ରୋଗ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ। ଯଦି ଲୋକମାନେ ପରିବାର କିମ୍ବା ପଡ଼ୋଶୀ ଅଞ୍ଚଳରେ ହେଉଥିବା ଇବୋଲା ରୋଗ ବିଷୟରେ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ନ କରନ୍ତି ତେବେ ସେମାନେ ଦଣ୍ଡିତ ହେବେ।
କାର୍ଯ୍ୟପନ୍ଥା:
1. ଇବୋଲାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପ୍ରଭାବଶାଳୀ ଭାବରେ ଆଇନ ପ୍ରଣୟନ କରିବାକୁ ଯୋଜନା କରିବା ଉଚିତ୍ ।
2. ଦଣ୍ଡ ବିଷୟରେ ବାର୍ତ୍ତା ପ୍ରଚାର କରିବା ପାଇଁ ଗଣମାଧ୍ଯମକୁ ବ୍ୟବହାର କରାଯିବା ଉଚିତ ଯାହାଦ୍ୱାରା ଲୋକମାନେ ପ୍ରକ୍ରିୟା ବିଷୟରେ ଜାଣିପାରିବେ ।
1
କେବଳ 1 ଅନୁସରଣ କରାଯାଏ ।
2
କେବଳ 2 ଅନୁସରଣ କରାଯାଏ ।
3
1 କିମ୍ବା 2 ଅନୁସରଣ କରାଯାଏ ନାହିଁ ।
4
ଉଭୟ 1 ଏବଂ 2 ଅନୁସରଣ କରାଯାଏ ।