ପାଞ୍ଚ ଜଣ ଲୋକ   E, F, G, H ଏବଂ  I  ଉତ୍ତର କୁ ମୁହଁ କରି ଏକ ସିଧା ଧାଡି ରେ ବସିଛନ୍ତି । H ର ବାମ ପାଖ ରେ କେବଳ ତିନି ଜଣ ଲୋକ ବସିଛନ୍ତି  ଏବଂ F ର ଡାହାଣ ରେ କେବଳ ତିନି ଜଣ ବସିଛନ୍ତି । E, F ର ତୁରନ୍ତ ପାଖ ରେ ବସିଛି ଏବଂ G ର ବାମ ପାଖ ରେ କେବଳ ଦୁଇ ଜଣ ବସିଛନ୍ତି । ଧାଡି ର ଡାହାଣ ମୁଣ୍ଡ ରେ କିଏ ବସିଛି ?  

1
G
2
I
3
F
4
E

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation