ଡାହାଣ ସ୍ତମ୍ଭରେ ତାଲିକାଭୁକ୍ତ ଥିବା ସେମାନଙ୍କ ସର୍ଟକଟ ଚାବି ସହିତ ବାମ ସ୍ତମ୍ଭରେ ଥିବା Windows କାର୍ଯ୍ୟକାରିତାଗୁଡ଼ିକୁ ମେଳନ କର:
| A. ଓପନ ଟାସ୍କ ଭିୟୁ | i. Alt + PrtSc |
| B. ଡିସପ୍ଲେ/ହାଇଡ ଡେସ୍କଟପ | ii. Win + Ctrl + D |
| C. କରେଣ୍ଟ ପେଜ୍ ସ୍କ୍ରିନ୍ ସଟ୍ ନେବାକୁ | iii. Win + Tab |
| D. ଏକ ଭର୍ଚୁଆଲ୍ ଡେସ୍କଟପ୍ ଯୋଡ଼ିବା ପାଇଁ | iv. Win + D |
1
A - iii, B - iv, C - ii, D - i
2
A - iii, B - iv, C - i, D - ii
3
A - iii, B - i, C - iv, D - ii
4
A - iv, B - i, C - ii, D - iii