ସେହି ସେଟ୍ ଚୟନ କରନ୍ତୁ ଯେଉଁଥିରେ ସଂଖ୍ୟାଗୁଡିକ ନିମ୍ନଲିଖିତ ସେଟ୍ ର ସଂଖ୍ୟା ଗୁଡିକ ସହିତ ସମାନ ଭାବରେ ସମ୍ବନ୍ଧିତ ଅଟେ।
(ଟିପ୍ପଣୀ: ସଂଖ୍ୟାଗୁଡ଼ିକୁ ସେମାନଙ୍କ ଉପାଦାନ ଅଙ୍କରେ ନ ଭାଙ୍ଗି ସମ୍ପୂର୍ଣ୍ଣ ସଂଖ୍ୟାରେ ପ୍ରୟୋଗ କରାଯିବା ଉଚିତ୍ । ଉଦାହରଣ ସ୍ୱରୂପ, 13 - 13 ରେ ପ୍ରୟୋଗ ଯେପରିକି ସମଷ୍ଟି / ବିୟୋଗ / ଗୁଣନ 13 ରେ ସମ୍ପାଦନ କରାଯାଇପାରିବ। 13 କୁ 1 ଓ 3ରେ ବିଭକ୍ତ କରି 1 ଓ 3ରେ ଗାଣିତିକ ପ୍ରୟୋଗ କରିବାକୁ ଅନୁମତି ନାହିଁ।)
13 - 15 - 7 ଏବଂ 9 - 11 - 5
1
16 - 24 - 10
2
15 - 18 - 9
3
26 - 37 - 15
4
22 - 45 - 21