ଏମ୍ ଏସ୍ -ପାୱାରପଏଣ୍ଟ 365 ରେ ଟେମ୍ପଲେଟ୍ ବ୍ୟବହାର କରି ଏକ ଉପସ୍ଥାପନା ସୃଷ୍ଟି କରିବାକୁ ନିମ୍ନଲିଖିତ ମଧ୍ୟରୁ କେଉଁଟି ସଠିକ୍ ଉପାୟ?
1
ଫାଇଲ୍ -> ଓପେନ୍ -> ଅନଲାଇନ୍ ଟେମ୍ପଲେଟ୍ ଏବଂ ଥିମ୍ ପାଇଁ ସନ୍ଧାନ କରନ୍ତୁ
2
ଫାଇଲ୍ -> ରିସେଣ୍ଟ -> ଅନଲାଇନ୍ ଟେମ୍ପଲେଟ୍ ଏବଂ ଥିମ୍ ପାଇଁ ସନ୍ଧାନ କରନ୍ତୁ
3
ଫାଇଲ୍ -> ହୋମ୍ -> ଅନଲାଇନ୍ ଟେମ୍ପଲେଟ୍ ଏବଂ ଥିମ୍ ପାଇଁ ସନ୍ଧାନ କର
4
ଫାଇଲ୍ -> ନ୍ୟୁ -> ଅନଲାଇନ୍ ଟେମ୍ପଲେଟ୍ ଏବଂ ଥିମ୍ ପାଇଁ ସନ୍ଧାନ କରନ୍ତୁ