ପ୍ରଦତ୍ତ ଅକ୍ଷର-କ୍ଲଷ୍ଟର ଯୋଡ଼ିରେ, ପ୍ରଥମ ଅକ୍ଷର-କ୍ଲଷ୍ଟର ଏକ ନିର୍ଦ୍ଦିଷ୍ଟ ଯୁକ୍ତି ଅନୁସରଣ କରି ଦ୍ବିତୀୟ ଅକ୍ଷର-କ୍ଲଷ୍ଟର ସହିତ ସମ୍ବନ୍ଧିତ ଅଟେ । ଦିଆଯାଇଥିବା ଯୋଡିଗୁଡ଼ିକୁ ସତର୍କତାର ସହ ଅଧ୍ୟୟନ କରନ୍ତୁ, ଏବଂ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରୁ, ସମାନ ଯୁକ୍ତି ଅନୁସରଣ କରୁଥିବା ଯୋଡି ଚୟନ କରନ୍ତୁ ।
KP : LMQR
TG : UVHI
1
LO : NMQP
2
DW : GHTS
3
HS : IJTU
4
IR : HGST