ରିଚା 12% ସରଳ ସୁଧ ହାରରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଋଣ କରିଥିଲେ । 4 ବର୍ଷ ପରେ ସେ 7872 ଟଙ୍କା ସୁଧ ଦେଇଥିଲେ । ଯଦି ସୁଧ ହାର ବାର୍ଷିକ 14% ଅଟେ, ତେବେ ସେହି ରାଶି ଉପରେ 4.5 ବର୍ଷ ପରେ ରିଚା ଦେଇଥିବା ସୁଧ ନିର୍ଣ୍ଣୟ କର ।
1
12,332 ଟଙ୍କା
2
11.000 ଟଙ୍କା
3
10,300 ଟଙ୍କା
4
10,332 ଟଙ୍କା