ନଗଦ ଆରକ୍ଷିତ ଅନୁପାତ (ସିଆରଆର) କଣ ?
1
ଜମା ର ସେହି ଅଂଶ ଯାହା ବାଣିଜ୍ୟିକ ବ୍ୟାଙ୍କ ଗ୍ରାହକ କୁ ଋଣ ଦିଏ ।
2
ଜମା ର ସେହି ଅଂଶ ଯାହା RBI କୁ ଯାହା ବାଣିଜ୍ୟିକ ବ୍ୟାଙ୍କ ପାଖରେ ରଖିବା ଆବଶ୍ୟକ ।
3
ଜମା ର ସେହି ଅଂଶ ଯାହା ବାଣିଜ୍ୟିକ ବ୍ୟାଙ୍କ RBI ପାଖରେ ରଖିବା ଆବଶ୍ୟକ ।
4
ଜମା ର ସେହି ଅଂଶ ଯାହା ବାଣିଜ୍ୟିକ ବ୍ୟାଙ୍କ କୁ କେନ୍ଦ୍ର ସରକାର ପାଖରେ ରଖିବା ଆବଶ୍ୟକ ।