ନିକଟରେ ୟାଙ୍ଗଲି ପର୍ବ ଖବରରେ ଦେଖିବାକୁ ମିଳିଥିଲା, ଏହା ନିମ୍ନରେ ଦିଆଯାଇଥିବା ମଧ୍ୟରୁ କେଉଁଟି ସହ ଜଡିତ?
1
ପିତୃପୁରୁଷ ଓ ମୃତ ସମ୍ପର୍କୀୟଙ୍କୁ ସମ୍ମାନ ଦେବା
2
ଏକ ଐତିହାସିକ ଯୁଦ୍ଧର ବିଜୟ ଉତ୍ସବ ପାଳନ କରିବା ପାଇଁ..
3
ବୁଦ୍ଧଙ୍କ ଜନ୍ମକୁ ସ୍ମରଣୀୟ କରିବା ପାଇଁ..
4
ଭଲ ଅମଳ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିବା