ନିମ୍ନ ରେ ଦିଆଯାଇଥିବା ପ୍ରଶ୍ନ ଏ କିଛି କଥନ ଏବଂ ଏହା ପରେ ଦୁଇ ଟି କଥନ ଉପରେ ଆଧାରିତ କିଛି ସିଦ୍ଧାନ୍ତ ଦିଆଯାଇଛି ।  ଏହା ଗ୍ରହଣ କରି ଯେ କଥନ ରେ ଦିଆଯାଇଥିବା ସୂଚନା ସତ୍ୟ ଅଟେ, ଏହା ସାଧାରଣ ତଥ୍ୟ ଠାରୁ ଭିନ୍ନ ହେଲେ ମଧ୍ୟ,ନିର୍ଣ୍ଣୟ କର ଯେ ସିଦ୍ଧାନ୍ତ ମଧ୍ୟରୁ କେଉଁ କଥନ ଯୁକ୍ତିଯୁକ୍ତ ରୂପେ ଅନୁସରଣ କରୁଛି । 

କଥନ:

I.କିଛି P, Q ଅଟେ ।

II. କିଛି  P, T ଅଟେ ।

III. ସମସ୍ତ   T, B ଅଟେ ।

ସିଦ୍ଧାନ୍ତ:

I. କିଛି  P, B ଅଟେ ।

II. କିଛି  B, Q ଅଟେ ।

III.କୌଣସି ମଧ୍ୟ Q, B ନୁହେଁ । 

1
 କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି । 
2
କେବଳ ସିଦ୍ଧାନ୍ତ  III  ଅନୁସରଣ କରୁଛି 
3
ଉଭୟ ସିଦ୍ଧାନ୍ତ  I ତଥା II ଅନୁସରଣ କରୁଛି ।  
4
ଉଭୟ ସିଦ୍ଧାନ୍ତ  I ତଥା III ଅନୁସରଣ କରୁଛି 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation