ଦିଆଯାଇଥିବା ବିବୃତ୍ତିକୁ ବିଚାର କର ଏବଂ ନିର୍ଦ୍ଧାରିତ ଧାରଣାଗୁଡ଼ିକ ମଧ୍ୟରୁ କେଉଁଟି ବିବୃତ୍ତିରେ ଅନ୍ତର୍ଭୁକ୍ତ ଅଟେ / ଅଛି ତାହା ସ୍ଥିର କର ।

ବିବୃତ୍ତି:

ପ୍ଲାଷ୍ଟିକ ପାତ୍ରରେ ଗରମ ହୋଇଥିବା ଖାଦ୍ୟ ଖାଇଲେ କ୍ୟାନସର ହୋଇଥାଏ, ତେଣୁ ଏଥିରୁ ଦୂରେଇ ରହିବା ଉଚିତ୍ ।

ଧାରଣା:

(I) କେବଳ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ସଂରକ୍ଷଣ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ ।

(II) ଅଣ ପ୍ଲାଷ୍ଟିକ୍ ପାତ୍ର ଯାହା ଖାଦ୍ୟ ଗରମ କରିବା ପାଇଁ ବ୍ୟବହାର କରାଯାଇପାରିବ ।

1
କେବଳ ଧାରଣା II ଅନ୍ତର୍ଭୁକ୍ତ ଅଟେ ।
2
ଧାରଣା I କିମ୍ବା II ଅନ୍ତର୍ଭୁକ୍ତ ନୁହେଁ ।
3
କେବଳ ଧାରଣା I ଅନ୍ତର୍ଭୁକ୍ତ ଅଟେ ।
4
ଉଭୟ ଧାରଣା I ଏବଂ II ଅନ୍ତର୍ଭୁକ୍ତ ଅଟେ ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation