ଦିଆଯାଇଥିବା ବିବୃତ୍ତି ଏବଂ ସିଦ୍ଧାନ୍ତକୁ ଧ୍ୟାନର ସହ ପଢନ୍ତୁ । ବିବୃତ୍ତିରେ ଦିଆଯାଇଥିବା ସୂଚନା ସତ ବୋଲି ଧର, ଯଦିଓ ଏହା ସାଧାରଣ ଭାବରେ ଜଣାଶୁଣା ତଥ୍ୟ ସହିତ ଭିନ୍ନ ମନେହୁଏ, ତେବେ ନିର୍ଦ୍ଧାରିତ ସିଦ୍ଧାନ୍ତଗୁଡ଼ିକ ମଧ୍ୟରୁ କେଉଁଟି ବିବୃତ୍ତିରୁ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ ତାହା ସ୍ଥିର କରନ୍ତୁ।
ବିବୃତ୍ତି:
ସମସ୍ତ ନୀଳ ରଙ୍ଗ ଧଳା ରଙ୍ଗର ହୋଇଥାଏ ।
କେତେକ ଧଳା ରଙ୍ଗ ଧୂସର ରଙ୍ଗର ହୋଇଥାଏ ।
ସିଦ୍ଧାନ୍ତ:
I. ସମସ୍ତ ଧୂସର ରଙ୍ଗ ଧଳା ଅଟେ ।
II. ସମସ୍ତ ଧୂସର ରଙ୍ଗ ନୀଳ ରଙ୍ଗ ଅଟେ ।
1
ସିଦ୍ଧାନ୍ତ I କିମ୍ବା ସିଦ୍ଧାନ୍ତ II ଅନୁସରଣ କରେ ନାହିଁ
2
କେବଳ ସିଦ୍ଧାନ୍ତ I ଅନୁସରଣ କରେ
3
କେବଳ ସିଦ୍ଧାନ୍ତ II ଅନୁସରଣ କରେ
4
ଉଭୟ ସିଦ୍ଧାନ୍ତ ଅନୁସରଣ କରେ