ନିମ୍ନଲିଖିତ ସେଟ ଗୁଡିକର ସଂଖ୍ୟା ପରି ସମାନ ଭାବରେ ସଂପୃକ୍ତ ସେଟ ଚୟନ କର ।
(ନୋଟ: ଅପରେସନ ପୂର୍ଣ୍ଣ ସଂଖ୍ୟା ଉପରେ କରାଯିବା ଆବଶ୍ୟକ, ସଂଖ୍ୟାଗୁଡିକୁ ତାର ଉପାଦାନ ଅଙ୍କ ରେ ନ ଭାଙ୍ଗି । ଉଦାହରଣ 13 - 13 ଉପରେ ଅପରେସନ ଯେପରିକି 13 ରେ ଯୋଗ କରିବା/ବିୟୋଗ କରିବା/ଗୁଣନ କରିବା ଆଦି କରାଯାଇ ପାରିବ । 13 କୁ 1 ଏବଂ 3 ରେ ଭାଙ୍ଗିବା ଏବଂ ପୁଣି 1 ରବଣ 3 ଉପରେ ଗାଣିତିକ ଅପରେସନ କରିବା ର ଅନୁମତି ନାହିଁ)
(17, 153, 81)
(19, 171, 81)
1
(14, 126, 90)
2
(11, 99, 72)
3
(16, 144, 75)
4
(15, 135, 81)