ନିମ୍ନରେ ଦିଆଯାଇଥିବା ସ୍ଥମ୍ବ ଲେଖରେ ଗୋଟିଏ ସ୍କୁଲର ବିଭିନ୍ନ ଶ୍ରେଣୀରେ ମୋଟ ବାଳକ ଓ ବାଳିକାଙ୍କ ସଂଖ୍ୟା ଦର୍ଶାଯାଇଛି ।

ନିମ୍ନଲିଖିତ ମଧ୍ୟରୁ କେଉଁଟି ସଠିକ୍?

I. 5 ଟି ଶ୍ରେଣୀରେ ସମୁଦାୟ ବାଳକ ମାନଙ୍କର ସଂଖ୍ୟା 176 ।

II 6 ଏବଂ 7ମ ଶ୍ରେଣୀର ବାଳିକା ମାନଙ୍କ ସଂଖ୍ୟା 60 ଅଟେ।

III ବାଳକ ମାନଙ୍କର ମୋଟ ସଂଖ୍ୟା ବାଳିକା ମାନଙ୍କ ସଂଖ୍ୟାରୁ 21 ଅଧିକ।

1
II ଏବଂ III
2
  I, II ଏବଂ III
3
I ଏବଂ III
4
I ଏବଂ II

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation