ଆଠ ଜଣ ବନ୍ଧୁ A, B, C, D, E, F, G ଓ H ଅଛନ୍ତି ଏବଂ ସେମାନଙ୍କର ପ୍ରତ୍ୟେକର ଉଚ୍ଚତା ଅଲଗା ଅଲଗା ଅଟେ  । A ହେଉଛି  F ଠାରୁ ଲମ୍ବା କିନ୍ତୁ D ଠାରୁ ଛୋଟ ।  G ହେଉଛି B ଠାରୁ ଛୋଟ କିନ୍ତୁ H ଠାରୁ ଲମ୍ବା । E ହେଉଛି B ଠାରୁ ଲମ୍ବା । C ହେଉଛି F ଠାରୁ ଛୋଟ କିନ୍ତୁ E ଠାରୁ ଲମ୍ବା । ତେବେ ସେମାନଙ୍କ ମଧ୍ୟରୁ କିଏ ଦ୍ବିତୀୟ ଉଚ୍ଚତମ? 

1
2
3
4

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation