ପ୍ରଦତ୍ତ ବିବୃତ୍ତି ଏବଂ ସିଦ୍ଧାନ୍ତକୁ ଯତ୍ନର ସହିତ ଅଧ୍ୟୟନ କରନ୍ତୁ । ମନେକରନ୍ତୁ ଯେ ବିବୃତ୍ତିରେ ଦିଆଯାଇଥିବା ସୂଚନା ସତ୍ୟ ଅଟେ ଯଦିଓ ଏହା ସାଧାରଣ ଜଣାଶୁଣା ତଥ୍ୟଠାରୁ ଭିନ୍ନ ମନେହୁଏ, ତେବେ ଦିଆଯାଇଥିବା ସିଦ୍ଧାନ୍ତ ମଧ୍ୟରୁ କେଉଁଟି ଯୁକ୍ତିଯୁକ୍ତ ଭାବରେ ବିବୃତ୍ତିକୁ ଅନୁସରଣ କରେ ତାହା ସ୍ଥିର କରନ୍ତୁ ।
ବିବୃତ୍ତି:
ସମସ୍ତ ନୃତ୍ୟଶିଳ୍ପୀ ଖେଳାଳୀ ଅଟନ୍ତି ।
ସମସ୍ତ ଖେଳାଳି ପୁରୁଷ ଅଟନ୍ତି ।
ସିଦ୍ଧାନ୍ତ:
I. ସମସ୍ତ ନୃତ୍ୟଶିଳ୍ପୀ ପୁରୁଷ ଅଟନ୍ତି ।
II. କିଛି ଖେଳାଳି ନୃତ୍ୟଶିଳ୍ପୀ ଅଟନ୍ତି ।
1
ସିଦ୍ଧାନ୍ତ I କିମ୍ବା II ଅନୁସରଣ କରେ
2
କେବଳ ସିଦ୍ଧାନ୍ତ I ଅନୁସରଣ କରେ
3
ଉଭୟ ସିଦ୍ଧାନ୍ତ ଅନୁସରଣ କରେ
4
କେବଳ ସିଦ୍ଧାନ୍ତ II ଅନୁସରଣ କରେ