ଦିଆଯାଇଥିବା ଉକ୍ତି ଗୁଡିକୁ ସତ୍ୟ ମାନି ନିର୍ଣ୍ଣୟ କରନ୍ତୁ ଯେ ଦିଆଯାଇଥିବା ସିଦ୍ଧାନ୍ତ ମଧ୍ୟ ର୍ରୁ କେଉଁ ସିଦ୍ଧାନ୍ତ ନିଶିନ୍ତ ରୂପରେ ଉକ୍ତି ରୁ ନେଇ ହେବ ।
ଉକ୍ତି:
ସମସ୍ତ ସାର୍କ ମାଛ ଅଟନ୍ତି । କୌଣସି ମାଛ ସାପ ନୁହନ୍ତି ।
ସିଦ୍ଧାନ୍ତ:
1. କୌଣସି ସାପ ସାର୍କ ନୁହନ୍ତି ।
2. କୌଣସି ସାର୍କ ସାପ ନୁହନ୍ତି ।
1
କେବଳ ସିଦ୍ଧାନ୍ତ 2 ଅନୁସରଣ କରୁଛି ।
2
ସିଦ୍ଧାନ୍ତ 1 କିମ୍ବା 2 ଅନୁସରଣ କରୁନାହାନ୍ତି ।
3
କେବଳ ସିଦ୍ଧାନ୍ତ 1 ଅନୁସରଣ କରୁଛି ।
4
ଉଭୟ ସିଦ୍ଧାନ୍ତ 1 ଏବଂ 2 ଅନୁସରଣ କରୁଛି ।