ଦିଆଯାଇଥିବା ବିବୃତ୍ତି ଏବଂ ସିଦ୍ଧାନ୍ତକୁ ଧ୍ୟାନର ସହ ପଢନ୍ତୁ । ବିବୃତ୍ତିରେ ଦିଆଯାଇଥିବା ସୂଚନା ସତ ବୋଲି ଧର , ଯଦିଓ ଏହା ସାଧାରଣଭାବରେ ଜଣାଶୁଣା ତଥ୍ୟ ସହିତ ଭିନ୍ନ ମନେହୁଏ, ତେବେ ନିର୍ଦ୍ଧାରିତ ସିଦ୍ଧାନ୍ତଗୁଡ଼ିକ ମଧ୍ୟରୁ କେଉଁଟି ବିବୃତ୍ତିରୁ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ ତାହା ସ୍ଥିର କର । 

ବିବୃତ୍ତି:

ସମସ୍ତ ସାଲସା ଜାଜ୍ ଅଟେ ।

କୌଣସି ଜାଜ୍ କଥକ ନୁହେଁ।

ସିଦ୍ଧାନ୍ତ:

I. କିଛି ଜାଜ୍ ହେଉଛି ସାଲସା |

II କୌଣସି ସାଲସା କଥକ ନୁହେଁ |

1
କେବଳ ସିଦ୍ଧାନ୍ତ II ଅନୁସରଣ କରେ । 
2
କେବଳ ସିଦ୍ଧାନ୍ତ I ଅନୁସରଣ କରେ । 
3
କୌଣସି ସିଦ୍ଧାନ୍ତ ଅନୁସରଣ କରେ ନାହିଁ । 
4
ଉଭୟ ସିଦ୍ଧାନ୍ତ ଅନୁସରଣ କରେ । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation