ବାର୍ଷିକ ଚକ୍ରବୃଦ୍ଧି ସୁଧରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ 3 ବର୍ଷରେ \(216 \over 125\) ଗୁଣ ପାଲଟିଯାଏ । ସୁଧ ହାର କେତେ ହେବ ନିର୍ଣ୍ଣୟ କର?
1
40 ପ୍ରତିଶତ
2
20 ପ୍ରତିଶତ
3
10 ପ୍ରତିଶତ
4
30 ପ୍ରତିଶତ