ରାଜୁଙ୍କ ଦରମାଠାରୁ ଦୀପକଙ୍କ ଦରମା 20 ପ୍ରତିଶତ ଅଧିକ । ଯଦି ଦୀପକ 18000 ଟଙ୍କା ସଞ୍ଚୟ କରନ୍ତି ଯାହାକି ତାଙ୍କ ବେତନର 48 ପ୍ରତିଶତ ଅଟେ, ତେବେ ରାଜୁଙ୍କ ଦରମା କେତେ ହେବ ?
1
31250 ଟଙ୍କା
2
32250 ଟଙ୍କା
3
31520 ଟଙ୍କା
4
30520 ଟଙ୍କା