ସଠିକ ରୂପେ ବାକ୍ୟ ପୁନର୍ଗଠନ କର:
କ: ଓ ସହରର ନାଳ ନର୍ଦ୍ଦମା ସବୁ ଉପନଦୀ ପରି ଆସି
ଖ: ମିଶି ତା'ର ଜଳକୁ ଦୂଷିତ କରିଚାଲିଛନ୍ତି
ଗ: ଯେଉଁ ଗଙ୍ଗା ଆମର ଅତି ପବିତ୍ର
ଘ: ସେହି ଗଙ୍ଗାରେ କଳକାରଖାନାର ମଇଳା ପାଣି

1
କଖଗଘ
2
ଘକଖଗ
3
ଗଘକଖ
4
ଖକଘଗ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation