Comprehension Passage

ତୋର ମୁକତିରେ. ମୋର ମୁକତି ମା ତୋର ହସେ ମୋର ହସ ତୋହରି ଅନ୍ତର ଆଦେଶେ ଚଳେ ମୁଁ ଘୋଷି ତୋର ମହ଼ାଯଶ । ଚିର ଦୁଃଖର ତୋ' ପାହାନ୍ତି ଅନ୍ଧାର ରାତି ଆସୁଅଛି ପାହି ସେ ନୂଆ ସପନେ ଫୁଲେ ମୁଁ ଆନଦେ ଜୟଗାନ ତୋର ଗାଇ । ତୁହି ଦେବଭୂମି  ତୃହି ବୀରଭୂମି ତୁହି ମୋ ଭାରତ ମାଆ ତୋର ପାଦଧୂଳି ମୁଣ୍ତେ ହୋଇ ବୋଳି ରଖିବି ତୋହର ନାଆଁ । ଚେତନ-ଗରଭା-ମାଟି କେଉଁଟି ହଜିଛି ଖୋଜି ଦେ ମୋର ଚେତନାର ଚାବିକାଠି ।

ପାହାନ୍ତି ଅନ୍ଧାର ରାତି ବୋଲି କାହାକୁ ସୂଚାଯାଇଛି ?

1
ମୁକ୍ତକୁ
2
ବୀରଭୂମିକୁ
3
ଚିର ଦୁଃଖକୁ
4
ଅନ୍ତରକୁ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation