ନିର୍ଦ୍ଦେଶାବଳୀ : ନିମ୍ନୋକ୍ତ ଇଂରାଜୀ ବାକ୍ୟଗୁଡିକ ଯତ୍ନ ସହକାରେ ପଢନ୍ତୁ ଏବଂ ତା' ତଳେ ଦିଆଯାଇଥିବା ସମ୍ଭାବ୍ୟ ଓଡ଼ିଆ ଭାଷାନ୍ତର ମଧ୍ୟରୁ ସର୍ବୋତ୍କୃଷ୍ଟ ଭାଷାନ୍ତର ସୂଚିତ ବାକ୍ୟଟି ନିର୍ଣ୍ଣୟ କରନ୍ତୁ ।
Very few people of India know about the cost of printing notes and the period the notes remain in circulation.
1
ଭାରତର ବହୁତ କମ ଲୋକ ଟଙ୍କା ଛପାଇବାରେ କେତେ ଖର୍ଚ୍ଚ ହୁଏ ଓ ନୋଟ ଗୁଡିକ କେତେ ଦିନ ଧରି ପ୍ରଚଳିତ ରହେ, ସେ ସମ୍ବନ୍ଧରେ ଜାଣନ୍ତି ।
2
ଭାରତର ବହୁତ କମ ଲୋକ କେତେ ଟଙ୍କା ବ୍ୟୟ ହୁଏ ଓ ନୋଟ ଗୁଡିକ କେତେ ଦିନ ଧରି ପ୍ରଚଳିତ ରହେ, ସେ ସମ୍ବନ୍ଧରେ ଜାଣନ୍ତି ।
3
ଭାରତର ବହୁତ କମ ଲୋକ ଟଙ୍କା ଛପା କିପରି ହୁଏ ଓ ସେଗୁଡିକ କେତେ ଦିନ ଚଳେ, ସେ ବିଷୟରେ ଜାଣନ୍ତି ।
4
ଭାରତର କୌଣସି ଲୋକ ଟଙ୍କା ଛପାରେ କେତେ ଖର୍ଚ ହୁଏ ଓ ଏହା କେତେ ଦିନ ଚାଲେ, ସେହି ବିଷୟରେ ଜାଣନ୍ତି ନ।ହିଁ ।