ନିମ୍ନଲିଖିତ ବାକ୍ୟର ସଠିକ୍ତାର ଓଡ଼ିଆ ଅନୁବାଦଟି ଚୟନ କର |
Raju will have been waiting for more than five hours by the time Pinki arrives.
1
ପିଙ୍କି ପହଞ୍ଚିବା ସମୟରେ ରାଜୁ ପାଞ୍ଚ ଘଣ୍ଟାଠାରୁ ଅଧିକ ସମୟ ଅପେକ୍ଷା କରିଥିବ |
2
ପିଙ୍କି ପହଞ୍ଚିବା ବେଳକୁ ରାଜୁ ପାଞ୍ଚ ଘଣ୍ଟାଠାରୁ ଅଧିକ ସମୟ ଅପେକ୍ଷା କରିସାରିଥିବ |
3
ପିଙ୍କି ପହଞ୍ଚିବା ବେଳକୁ ରାଜୁ ପାଞ୍ଚ ଘଣ୍ଟାଠାରୁ ସମୟ ଅଧିକ ଅପେକ୍ଷା କରିଥିବ |
4
ରାଜୁ ପାଞ୍ଚ ଘଣ୍ଟାଠାରୁ ସମୟ ଅଧିକ ଅପେକ୍ଷା କରିଥିବ ବେଳେ ପିଙ୍କି ପହଞ୍ଚିବ |