ନିର୍ଦ୍ଦେଶାବଳୀ : ନିମ୍ନୋକ୍ତ ଇଂରାଜୀ ବାକ୍ୟଗୁଡିକ ଯତ୍ନ ସହକାରେ ପଢନ୍ତୁ ଏବଂ ତା' ତଳେ ଦିଆଯାଇଥିବା ସମ୍ଭାବ୍ୟ ଓଡ଼ିଆ ଭାଷାନ୍ତର ମଧ୍ୟରୁ ସର୍ବୋତ୍କୃଷ୍ଟ ଭାଷାନ୍ତର ସୂଚିତ ବାକ୍ୟଟି ନିର୍ଣ୍ଣୟ କରନ୍ତୁ ।
It is a matter of satisfaction that almost everybody now-a-days has a bank account.
1
ଏହା ସନ୍ତୋଷର ବିଷୟ ଯେ ଆଜି ପ୍ରାୟ ପ୍ରତ୍ୟେକଙ୍କର ଏକ ବ୍ୟାଙ୍କ ଖାତା ଅଛି ।
2
ଏହା ଗୁରୁତ୍ଵପୂର୍ଣ୍ଣ ଯେ ଆଜି ସମସ୍ତଙ୍କ ବ୍ୟାଙ୍କ ଖାତା ଅଛି।
3
ଏହା କୁହାଯାଇପାରେ ଯେ ଆଜି ସମସ୍ତଙ୍କର ବ୍ୟାଙ୍କ ଖାତା ଅଛି।
4
ଏହା କୁହାଯାଇପାରେ ଯେ ସମସ୍ତଙ୍କର ବ୍ୟାଙ୍କ ଖାତା ଅଛି।