Languages are the carriers of Primitive knowledge systems and literary expressions. ସଠିକ ଅନୁବାଦ ଚିହ୍ନାଅ ?
1
ଭାଷା ପ୍ରାଚୀନ ଜ୍ଞାନ ଓ ସାହିତ୍ୟ ପ୍ରକାଶର ବାହକ ଅଟନ୍ତି ।
2
ପ୍ରାଚୀନ ନ ଓ ଭାଷା ସାହିତ୍ୟ ମାଧ୍ୟମରେ ପ୍ରକାଶିତ ହୋଇଛି ।
3
ସାହିତ୍ୟ ହେଉଛି ପ୍ରାଚୀନ ଜ୍ଞାନ ଓ ଭାଷାର ମୂଳମନ୍ତ୍ର ।
4
ପ୍ରାଚୀନ ଜ୍ଞାନ ସାହିତ୍ୟ ମାଧ୍ୟମରେ ପରି ପ୍ରସାର ହୋଇଥାଏ ।