ନିମ୍ନଲିଖିତ କେଉଁ ବାକ୍ୟଟି ଏକ ଯୌଗିକ ବାକ୍ୟ ଅଟେ ।

1
ଆମ ସାହିତ୍ୟ ଶିକ୍ଷକ ଜଣେ ଜ୍ଞାନୀ ବ୍ୟକ୍ତି ।
2
ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନଥିଲା ।
3
ମନୋଜ ଶ୍ରେଣୀରେ ବସିଲା, ମାତ୍ର ପଢିପାରିଲା ନାହିଁ ।
4
ଦରକାର ସମୟରେ ଯେ ସାହାଯ୍ୟ କରେ, ତାକୁ ପ୍ରକୃତ ବନ୍ଧୁ କୁହାଯାଏ ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation