ନିମ୍ନୋକ୍ତ ବାକ୍ୟ ମାନଙ୍କ ମଧ୍ୟରୁ କେଉଁଟି ‘ଜଟିଳ’ ବାକ୍ୟ ଚିହ୍ନାଅ । 

1
ସନ୍ଧ୍ୟା ହେବାରୁ ପକ୍ଷୀମାନେ ବସାକୁ ଫେରିଲେ ।
2
ସନ୍ଧ୍ୟା ହେଲା ଏବଂ ପକ୍ଷୀମାନେ ବସାକୁ ଫେରିଲେ ।
3
ଯେତେବେଳେ ସନ୍ଧ୍ୟା ହେଲା ପକ୍ଷୀମାନେ ବସାକୁ ଫେରିଲେ ।
4
ସନ୍ଧ୍ୟା ହୁଅନ୍ତେ ପକ୍ଷୀମାନେ ବସାକୁ ଫେରିଲେ ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation