ଭୁଲ ଶବ୍ଦ ଥିବା ବାକ୍ୟଟି ବାଛ ।

1
ଭଲ କାମ କଲେ ପୁରସ୍କାର ମିଳିଥାଏ ।
2
କଲମ୍ବସ ଆମେରିକା ଆବିଷ୍କାର କରିଥିଲେ ।
3
ପତ୍ନୀ ବିରହ ଯୋଗୁଁ ସେ ଅବଷାଦରେ କାନ୍ଦିବାକୁ ଲାଗିଲେ ।
4
ମଦ ପିଉଥିବା ଯୋଗୁଁ ସେ କାମରୁ ବହିଷ୍କୃତ ହେଲେ ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation