Might is Right = ଇଂରାଜୀର ଏହି ଲୋକ ବାଣୀଟି ଓଡିଆରେ କଣ ବୋଲି ବ୍ୟବହାର କରାଯାଏ ?

1
ବଳ ଅଛି ଯାହାର, ସବୁ କିଛି ତାହାର
2
ଜୋର ଯା' ର ମୁଲକ ତା'ର
3
ଆମ ଗାଁ ନଡ଼ିଆ, ବଳ ଥିଲେ ଗଡ଼ିଆ
4
ଢେଣାରେ ଯଦି ଅଛି ବଳ, ସବୁ ଅଧିକାର ଏକା ତା' ର

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation