"ଏକା ମାଘକେ ଶୀତ ଯାଏ ନାହିଁ " ଲୋକବାଣୀର ଅର୍ଥ କଣ ?

1
ଥରେ ଭୁଲ୍ ହେଲେ ତାକୁ ସୁଧାରି ହୁଏ ନାହିଁ
2
ଦୁର୍ଯୋଗ କେବଳ ଥରେ ଆସେ ନାହିଁ
3
ଅସୁବିଧାର ସମ୍ମୁଖିନ ହେବା
4
କଷ୍ଟେ ମଷ୍ଟେ ବଞ୍ଚି ରହିବା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation