ଯେହେତୁ ସାନମାମୁଁ ଆସିଲେ, ସେହେତୁ ମିତୁ ଖୁସି ହେଲା - ଏହାକୁ ଯୌଗିକ ବାକ୍ୟରେ ପରିଣତ କର। 

1
ସାନମାମୁଁ ଆସିଲେ ଓ ମିତୁ ଖୁସି ହେଲା।
2
ସାନମାମୁଁର ଆସିବା ମିତୁର ଖୁସିର କାରଣ।
3
ସାନମାମୁଁ ଆସିବା ଯୋଗୁଁ ମିତୁ ଖୁସି ହେଲା।
4
ସାନମାମୁଁ ଆସିବା ହେତୁ ମିତୁ ଖୁସି ହେଲା।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation