ବର୍ଷା ଥମିଗଲା ଓ ପିଲାଏ ଘରକୁ ଫେରିଲେ - ଏହାକୁ ସରଳ ବାକ୍ୟରେ ପରିଣତ କର।

1
ଯେହେତୁ ବର୍ଷା ଥମିଗଲା, ତେଣୁ ପିଲାଏ ଘରକୁ ଫେରିଲେ।
2
ବର୍ଷା ଥମିବାରୁ ପିଲାଏ ଘରକୁ ଫେରିଲେ।
3
ବର୍ଷା ଥମିଲା ଏବଂ ପିଲାଏ ଘରକୁ ଫେରିଲେ।
4
କେଉଁଟି ନୁହଁ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation