It is often found that simple men suffer, while the wicked ones escape. ସଠିକ ଅନୁବାଦ ଚିହ୍ନାଅ ?
1
ଅନେକ ସ୍ଥଳରେ ଏପରି ଦେଖାଯାଏ ଯେ ସରଳ ଲୋକମାନେ ଦୁଃଖ ପାଆନ୍ତି, ମାତ୍ର ଖଳ ଲୋକମାନେ ଖସି ଯାଆନ୍ତି |
2
ଏପରି ଦେଖାଯାଏ ଯେ ଖଳ ଲୋକମାନେ ଦୁଃଖ ପାଆନ୍ତି, ମାତ୍ର ସରଳ ଲୋକମାନେ ଖସି ଯାଆନ୍ତି |
3
ଏପରି ଦେଖାଯାଏ ଯେ ଖଳ ଲୋକମାନେ ଦୁଃଖ ପାଆନ୍ତି, ମାତ୍ର ଖଳ ଲୋକମାନେ ଖସି ଯାଆନ୍ତି |
4
ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ