ତୁଣ୍ଡ ବାଇଦ ସହସ୍ର କୋଶ - ଏହି ଲୋକବାଣୀଟିର ଅର୍ଥ ଲେଖ |

1
ଲୋକ ମୁଖରେ କଥା ବହୁଦୂର ପ୍ରସରିଯାଏ
2
ହଜାର ହଜାର କୋଶକୁ କଥା ଚାଲିଯିବା
3
ବହୁଦୂରକୁ ବାଦ୍ୟଶବ୍ଦ ଶୁଣାଯିବା
4
ସବୁ ଆଡ଼କୁ ଶବ୍ଦ ଶୁଭିବା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation