ଯେଉଁ ପିଲାଟି ହସୁଥିଲା, ସେ କୁଆଡ଼େ ଗଲା? - ଏହାକୁ ସରଳ ବାକ୍ୟରେ ରୂପାନ୍ତର କର।

1
ହସକୁରା ପିଲାଟି କେଉଁଠି ଅଛି?
2
ପିଲାଟି ହସି ହସି କୁଆଡ଼େ ଚାଲି ଗଲା? 
3
ହସୁଥିବା ପିଲାଟି କୁଆଡ଼େ ଗଲା?
4
ପିଲାଟି ହସୁଥିବାରୁ କୁଆଡ଼େ ଚାଲିଗଲା? 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation