ଯଦି ପବନ ବିପରୀତ ଦିଗରେ ବହେ, ତେବେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ - ଏହାକୁ ସରଳ ବାକ୍ୟରେ ପରିଣତ କର।
1
ଯେତେବେଳେ ପବନ ବିପରୀତ ଦିଗରେ ବହେ, ସେତେବେଳେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ।
2
ପବନର ପ୍ରତିକୂଳରେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ।
3
ବିପରୀତ ଦିଗରେ ପବନ ବହିବା ସାଇକେଲ ଚାଳନ ପାଇଁ ସୁବିଧାଜନକ ନୁହଁ।
4
କେଉଁଟି ନୁହଁ