ଭଗତ ସିଂହ ଜଣେ ସଚ୍ଚା ଦେଶସେବକ ଥିଲେ - ଏହାକୁ ବିସ୍ମୟସୂଚକ ବାକ୍ୟରେ ରୂପାନ୍ତର କର। 

1
ଭଗତ ସିଂହ ଜଣେ ସଚ୍ଚା ଦେଶସେବକ ନ ଥିଲେ।
2
ଭଗତ ସିଂହ କି ସଚ୍ଚା ଦେଶସେବକ ସତେ!
3
ଭଗତ ସିଂହ ଜଣେ ସଚ୍ଚା ଦେଶସେବକ ଥିଲେ କି?
4
ଭଗତ ସିଂହ ଭଳି ସଚ୍ଚା ଦେଶସେବକ ଆଉ ନାହାଁନ୍ତି।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation