ସଚିନ ତେନ୍ଦୁଲକର ବହୁତ ଭଲ କ୍ରିକେଟ ଖେଳନ୍ତି । ପ୍ରଶ୍ନ ସୂଚକବାକ୍ୟରେ ରୂପାନ୍ତର କର |
1
କିଏ ବହୁତ ଭଲ କ୍ରିକେଟ ଖେଳନ୍ତି ?
2
ସଚିନ ତେନ୍ଦୁଲକରଙ୍କ ପରି କ୍ରିକେଟ ଆଉ କିଏ ଖେଳିବ ?
3
ସଚିନ ତେନ୍ଦୁଲକର କଣ ଖେଳନ୍ତି ?
4
ସଚିନ ତେନ୍ଦୁଲକର କି କ୍ରିକେଟ ଖେଳନ୍ତି ?