ନିର୍ଦ୍ଦେଶାବଳୀ : ନିମ୍ନୋକ୍ତ ଇଂରାଜୀ ବାକ୍ୟଗୁଡିକ ଯତ୍ନ ସହକାରେ ପଢନ୍ତୁ ଏବଂ ତା' ତଳେ ଦିଆଯାଇଥିବା ସମ୍ଭାବ୍ୟ ଓଡ଼ିଆ ଭାଷାନ୍ତର ମଧ୍ୟରୁ ସର୍ବୋତ୍କୃଷ୍ଟ ଭାଷାନ୍ତର ସୂଚିତ ବାକ୍ୟଟି ନିର୍ଣ୍ଣୟ କରନ୍ତୁ ।
The Union Finance Ministry has proposed amalgamation of Banks.
1
କେନ୍ଦ୍ର ଅର୍ଥ ମନ୍ତ୍ର।ଳୟ ବ୍ୟାଙ୍କ ଗୁଡିକର ମିଶ୍ରଣର ପ୍ରସ୍ତାବ ରଖୁଛନ୍ତି ।
2
କେନ୍ଦ୍ର ଅର୍ଥ ମନ୍ତ୍ରୀ ବ୍ୟାଙ୍କ ଗୁଡିକର ମିଶ୍ରଣ କରିଛନ୍ତି ।
3
କେନ୍ଦ୍ର ଅର୍ଥ ମନ୍ତ୍ର।ଳୟ ବ୍ୟାଙ୍କ ଗୁଡିକୁ ବ୍ୟକ୍ତିଗତ ପରିଚାଳନ।ରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି।
4
କେନ୍ଦ୍ର ଅର୍ଥ ମନ୍ତ୍ରୀ ବ୍ୟାଙ୍କ ଗୁଡିକୁ ବନ୍ଦ କରିବାକୁ ପ୍ରସ୍ତାବ ରଖୁଛନ୍ତି।