ନିର୍ଦ୍ଦେଶାବଳୀ : ନିମ୍ନୋକ୍ତ ଇଂରାଜୀ ବାକ୍ୟଗୁଡିକ ଯତ୍ନ ସହକାରେ ପଢନ୍ତୁ ଏବଂ ତା' ତଳେ ଦିଆଯାଇଥିବା ସମ୍ଭାବ୍ୟ ଓଡ଼ିଆ ଭାଷାନ୍ତର ମଧ୍ୟରୁ ସର୍ବୋତ୍କୃଷ୍ଟ ଭାଷାନ୍ତର ସୂଚିତ ବାକ୍ୟଟି ନିର୍ଣ୍ଣୟ କରନ୍ତୁ ।
This may enhance the efficiency of the Banks.
1
ଏହା ବ୍ୟାଙ୍କ ଗୁଡିକର କାର୍ଯ୍ୟ ଦକ୍ଷତା ବଢାଇ ପାରେ।
2
ଏହା ବ୍ୟାଙ୍କ ଗୁଡିକର କାର୍ଯ୍ୟ ଦକ୍ଷତା କମାଇ ପାରେ ।
3
ଏହା ବ୍ୟାଙ୍କ ଗୁଡିକର ପ୍ରତିଯୋଗିତା ବଢାଇ ପାରେ।
4
ଏହା ବ୍ୟାଙ୍କ ଗୁଡିକର ଲାଭ ବଢାଇ ପାରେ ।